ଓଡ଼ିଶାରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-ଓଡ଼ିଶାରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । 2024ରେ ଦୈନିକ 17 ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବେଳେ 30 ଆହତ ହେଉଥିଲେ । ହେଲେ 2025ରେ ଦୈନିକ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ତେବେ ଦୈନିକ ଆହତ ସଂଖ୍ୟା 30 ରେ
ଓଡ଼ିଶାରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-ଓଡ଼ିଶାରେ ବଢୁଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । 2024ରେ ଦୈନିକ 17 ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ

ହରାଉଥିବେଳେ 30 ଆହତ ହେଉଥିଲେ । ହେଲେ 2025ରେ

ଦୈନିକ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ତେବେ ଦୈନିକ ଆହତ ସଂଖ୍ୟା 30 ରେ

ସ୍ଥିର ରହିଛି । ଆଇଆଇଟି ମାଡ୍ରାସର ରିସର୍ଚ୍ଚରୁ

ଏହି ତଥ୍ୟ ହସ୍ତଗତ କରିଛି କ୍ରାଇମ ବ୍ରାଞ୍ଚ । ଏହି ତଥ୍ୟ ଅନୁସାରେ, 2024 ରେ 6142 ମୁଣ୍ଡ ନେଇଥିଲା ଓଡ଼ିଶାର ସଡ଼କ । ଯାହା

2025 ରେ ବଢ଼ି 6483 ରେ ପହଁଚିଛି । ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏନେଇ ଲିଖିତ

ଉତ୍ତର ରଖିଛନ୍ତି ।.

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande