
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଭଣ୍ଡ ସନ୍ୟାସୀଙ୍କ ନିର୍ଦ୍ଦେଶରେ ବିଧାନସଭାକୁ ବନ୍ଦ
କରୁଛନ୍ତି ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ । ସେ
କହିଛନ୍ତି ଯେ, ବିଧାନସଭା ବନ୍ଦ କରିବା ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ସ୍ବାର୍ଥକୁ ବ୍ୟାଘତ
ସୃଷ୍ଟି କରିଛି। ଯେଉଁ ଭଣ୍ଡ ସନ୍ନ୍ୟାସୀଙ୍କ ନିର୍ଦ୍ଦେଶରେ ବିଧାନସଭାକୁ ବନ୍ଦ କରି ସାଧାରଣ
ଲୋକଙ୍କ ସ୍ବାର୍ଥକୁ ହନନ କରାଯାଉଛି ଓଡ଼ିଶାର ପ୍ରଗତିରେ ବାଧା ସୃଷ୍ଟି ହେଉଛି ତାକୁ ତତ୍କାଳ
ବନ୍ଦ କରନ୍ତୁ ବିରୋଧୀ। ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା