ରାଜ୍ୟରେ ନିର୍ମାଣ ହେବ ୩୩ ଗୋଟି ଡ୍ୟାମ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ନିର୍ମାଣ ହେବ ୩୩ ଗୋଟି ଡ୍ୟାମ । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଓଡ଼ିଶା ରେ ୩୩ ଗୋଟି ନୂଆ ଡ୍ୟାମ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛ
ରାଜ୍ୟରେ ନିର୍ମାଣ ହେବ ୩୩ ଗୋଟି ଡ୍ୟାମ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ନିର୍ମାଣ ହେବ ୩୩ ଗୋଟି ଡ୍ୟାମ । ବିଧାନସଭାରେ

ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏକ ଲିଖିତ ଉତ୍ତରରେ

କହିଛନ୍ତି ଓଡ଼ିଶା ରେ ୩୩ ଗୋଟି ନୂଆ ଡ୍ୟାମ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande