ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ଦୁଇ ବର୍ଷରେ ୪୯୫୩ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ଦୁଇ ବର୍ଷ ରେ ୪୯୫୩ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ୪୬୭ ମୃତକଙ୍କ ପରିବାର ଏହି ସହାୟତା ରାଶି ପାଇବା ଅପେକ୍ଷାରେ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ମୃତ୍ୟୁର ସଠିକ କାରଣ ଜଣା ପଡୁନି । ଏପରିକି ଆବଶ୍ୟକୀ
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ଦୁଇ ବର୍ଷରେ ୪୯୫୩ ଜଣଙ୍କ ମୃତ୍ୟୁ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ଦୁଇ

ବର୍ଷ ରେ ୪୯୫୩ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ୪୬୭ ମୃତକଙ୍କ ପରିବାର ଏହି ସହାୟତା ରାଶି ପାଇବା

ଅପେକ୍ଷାରେ ଅଛନ୍ତି । ଅଧିକାଂଶ କ୍ଷେତ୍ରରେ ମୃତ୍ୟୁର ସଠିକ କାରଣ ଜଣା ପଡୁନି । ଏପରିକି

ଆବଶ୍ୟକୀୟ ଦସ୍ତାବିଜର ଦାଖଲରେ ମଧ୍ୟ ବିଳମ୍ବ ହେଉଛି ।

ଭିଶେରା ରିପୋର୍ଟ ଆସିବାରେ ବି ବିଳମ୍ବ ହେଉଥିବାରୁ, ଅଟକି ରହିଛି ସହାୟତା ରାଶି । ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ

ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande