
ଭୁବନେଶ୍ୱର, ୧୫ ଏପ୍ରିଲ (ହି.ସ.) - ରାଜଧାନୀରେ ଲାଗିଲା ଓଡ଼ିଶା ନାଗରିକ ମଂଚର ପୋଷ୍ଟର। ପୋଷ୍ଟରରେ କୌଣସି ନେତାଙ୍କ ଫଟୋ ନଥିବା ବେଳେ କେବଳ ବିଜୁଙ୍କ ଫଟୋ ରହିଛି। ଏଭଳି ପୋଷ୍ଟର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଆସନ୍ତା ୧୭ ତାରିଖରେ ବିଜୁ ଲିଗାସୀ ନେତା ବିଜୁ ତିରୋଧାନ ଦିବସ ପାଳିବେ।ଏହାପୂର୍ବରୁ ରାଜଧାନୀରେ ଛାଇ ଯାଇଛି ବିଜୁ ବାବୁଙ୍କ ପୋଷ୍ଟର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା