
ଗଞ୍ଜାମ, ୧୫ ଏପ୍ରିଲ୍(ହି.ସ.) – ପିତଳ ମେରୁ ପଡ଼ିଆରେ ତେଲିସାହି ଗୀତା ପାଠଶାଳା ପକ୍ଷରୁ ଜ୍ଞାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିକେ ପଂଚାନନ, ବିକେ ରାମପ୍ରସାଦ, ବିକେ ପଂଚାୟତ୍ରୀ ଓ ଆଶ୍ରମର ଭଉଣୀମାନେ ଶିବବାବାଙ୍କ ଆଦର୍ଶ ଓ ଉତମ ଜୀବନ ଶୈଳୀ ଯାପନକରି ଲକ୍ଷ୍ମୀ ନାରାୟଣଙ୍କୁ ପ୍ରାପ୍ତ ହେବା ପାଇଁ ଫୋଟ ଚିତ୍ରସହ ପ୍ରବଚନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ଜନସାଧାରଣଙ୍କ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ