
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.)- ଆଜି ସଂଧ୍ୟା ୬ ଟା ବେଳେ ଲୋକସେବା ଭବନ
କନଭେନସନ୍ ସେଣ୍ଟର୍ ଠାରେ “ବିଶ୍ଵ ପ୍ରାଣିଚିକିତ୍ସା ଦିବସ – ୨୦୨୬” ପାଳନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ
ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତି ରହିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା