
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- ଦେବଗଡ଼ ମହାବିଦ୍ୟାଳୟ ପରିସରରେ 'ସମ୍ନିଶ୍ରିତ
ସହରାଞ୍ଚଳ ଛାତ୍ରାବାସ'ର ଲୋକାର୍ପଣ କରିଛନ୍ତି
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂତନ ଛାତ୍ରାବାସ ଦ୍ୱାରା ଅନୁସୂଚିତ
ଜାତି, ଜନଜାତି ଏବଂ ପଛୁଆ
ବର୍ଗର ଛାତ୍ରମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି
ସୁବିଧା ସେମାନଙ୍କର ଉଚ୍ଚଶିକ୍ଷା ସ୍ୱପ୍ନକୁ ସାକାର କରିବାରେ ବେଶ୍ ସହାୟକ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା