
ଭୁବନେଶ୍ୱର, 25 ଏପ୍ରିଲ୍ (ହି.ସ.)- 'ବିଶ୍ୱ ମ୍ୟାଲେରିଆ ଦିବସ'ରେ ସୁରକ୍ଷିତ ରହିବା ସହ ସଚେତନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି
ଯେ, ଆମେ ଜିତିବା, ମ୍ୟାଲେରିଆ ହାରିବ ।
'ବିଶ୍ୱ ମ୍ୟାଲେରିଆ
ଦିବସ' ଅବସରରେ ଆସନ୍ତୁ
ଶପଥ ନେବା, ନିଜେ ସଚେତନ ହେବା ଏବଂ ଅନ୍ୟମାନଙ୍କୁ ଏହି ରୋଗରୁ
ସୁରକ୍ଷିତ ରଖିବା ପାଇଁ ସଚେତନ କରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା