ନୃସିଂହ ଜନ୍ମ ଉତ୍ସବ ପାଳିତ
ଜୟପୁର, 30 ଏପ୍ରିଲ୍ (ହି.ସ.)ଜୟପୁର କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିହଂ ମନ୍ଦିର ଓ ରାଜୁ ସାହି ସ୍ଥିତ ବାବା ବୈଦନାଥ ମନ୍ଦିର ପରିସରରେ ଆଜି ନୃସିଂହ ଜନ୍ମ ଉତ୍ସବ ପାଳିତ ହୋଇଛି । ସ୍ୱତନ୍ତ୍ର ନିତି କାନ୍ତ, ହୋମ, ପୁଜା ପାଠ ସୁଖିଲା ଭୋଗ ଲାଗି କରାଯାଇଛି । ଭକ୍ତ ମାନେ ମନ୍ଦିରକୁ ଯାଇ ପ୍ରଭୁ ଲକ୍ଷ
ନୃସିଂହ ଜନ୍ମ ଉତ୍ସବ ପାଳିତ


ଜୟପୁର, 30 ଏପ୍ରିଲ୍ (ହି.ସ.)ଜୟପୁର କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିହଂ ମନ୍ଦିର ଓ ରାଜୁ ସାହି ସ୍ଥିତ ବାବା ବୈଦନାଥ ମନ୍ଦିର ପରିସରରେ ଆଜି ନୃସିଂହ ଜନ୍ମ ଉତ୍ସବ ପାଳିତ ହୋଇଛି । ସ୍ୱତନ୍ତ୍ର ନିତି କାନ୍ତ, ହୋମ, ପୁଜା ପାଠ ସୁଖିଲା ଭୋଗ ଲାଗି କରାଯାଇଛି । ଭକ୍ତ ମାନେ ମନ୍ଦିରକୁ ଯାଇ ପ୍ରଭୁ ଲକ୍ଷ୍ମୀ ନୃସିଂହ ଙ୍କୁ ଦର୍ଶନ କରି ଫେରୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୃସିଂହ ଜନ୍ମ ଉତ୍ସବ ପାଳନ କରାଯାଇଥିବା ମୁଖ୍ୟ ପୁଜକ ସୁନିଲ ଆଚାଯ୍ୟ ଓ ସଞ୍ଜୟ ମହାପାତ୍ର ସୁଚନା ଦେଇଛନ୍ତି । ସଂନ୍ଧ୍ୟା ୬ଟା ୩୦ ମିନିଟ ସମୟରେ ଜୟପୁର କଣ୍ଡରା ସାହି ସ୍ଥିତ ଲକ୍ଷ୍ମୀ ନୃସିହଂ ମନ୍ଦିରରେ ସ୍ୱତନ୍ତ୍ର ଆଳତି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande