
ଭୁବନେଶ୍ୱର, 01 ମେ (ହି.ସ.)- ଗୁଜରାଟ
ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଜରାଟ ଦିବସ ଅବସରରେ ଗୁଜରାଟର
ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ରାଜ୍ୟର ଅବିରତ ପ୍ରଗତି
ଏବଂ ସମୃଦ୍ଧି ପାଇଁ ମୋର ଶୁଭେଚ୍ଛା। ଏହା ଶକ୍ତି ଏବଂ ଏକତା ସହିତ ନିରନ୍ତର ଆଗକୁ ବଢ଼ୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା