ଗୁଜରାଟବାସୀଙ୍କୁ ଗୁଜରାଟ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 01 ମେ (ହି.ସ.)- ଗୁଜରାଟବାସୀଙ୍କୁ ଗୁଜରାଟ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଗୁଜରାଟବାସୀଙ୍କୁ ଗୁଜରାଟ ସ୍ଥାପନା ଦିବସର ହାର୍ଦ୍ଦିକ
ଗୁଜରାଟବାସୀଙ୍କୁ ଗୁଜରାଟ     ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 01 ମେ (ହି.ସ.)- ଗୁଜରାଟବାସୀଙ୍କୁ

ଗୁଜରାଟ ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଗୁଜରାଟବାସୀଙ୍କୁ ଗୁଜରାଟ ସ୍ଥାପନା

ଦିବସର ହାର୍ଦ୍ଦିକ ଶୁଭେଚ୍ଛା।

କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ ଗୁଜରାଟ ତାର ଉଦ୍ୟମଶୀଳତା, ସାଂସ୍କୃତିକ ସମୃଦ୍ଧି ଏବଂ ବିକାଶମୂଳକ ଦୂରଦର୍ଶୀ ଚିନ୍ତାଧାରା ଦ୍ୱାରା

ନିରନ୍ତର ନୂତନ କୀର୍ତ୍ତିମାନ ସ୍ଥାପନ କରିଆସୁଛି। ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦୀଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଜୀଙ୍କ ନେତୃତ୍ୱରେ ରାଜ୍ୟ

ଏଭଳି ଉଲ୍ଲେଖନୀୟ ଉନ୍ନତି କରୁଥାଉ, ଏହି କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande