ବିଶ୍ୱ ଶ୍ରମିକ ଦିବସର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 01 ମେ (ହି.ସ.)- ବିଶ୍ୱ ଶ୍ରମିକ ଦିବସର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିଶ୍ୱ ଶ୍ରମିକ ଦିବସ’ ଅବସରରେ ଦେଶର ସମସ୍ତ କର୍ମଯୋଗୀ ଶ୍ର
ବିଶ୍ୱ ଶ୍ରମିକ ଦିବସର ଶ୍ରମିକମାନଙ୍କୁ     ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 01 ମେ (ହି.ସ.)- ବିଶ୍ୱ

ଶ୍ରମିକ ଦିବସର ଶ୍ରମିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

। ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିଶ୍ୱ ଶ୍ରମିକ ଦିବସ’ ଅବସରରେ

ଦେଶର ସମସ୍ତ କର୍ମଯୋଗୀ ଶ୍ରମିକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ଆପଣମାନଙ୍କର ଶ୍ରମ ହିଁ ଭାରତର ପ୍ରଗତିର ବାସ୍ତବ ଶକ୍ତି। ଆଜି ଯେତେବେଳେ ଦେଶ ‘ବିକଶିତ ଭାରତ 2047’ ଲକ୍ଷ୍ୟ

ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି, ସେତେବେଳେ ଶ୍ରମିକମାନଙ୍କର

ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ଆପଣମାନଙ୍କର ଅବଦାନ ହିଁ ଆତ୍ମନିର୍ଭର ଏବଂ ସଶକ୍ତ

ଭାରତର ସଙ୍କଳ୍ପକୁ ସାକାର କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande