ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ କେ ଭି ସିଂହଦେଓ
ଭୁବନେଶ୍ୱର ,୦୧ ମଇ (ହି.ସ.)- ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ବ୍ୟକ୍ତ କରିବା ସହ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଶୋକବାର୍ତାରେ ଶ୍ରୀ ସିଂହଦେଓ ଲେଖିଛନ୍ତି ଓଡ଼ିଶାର ବିଶିଷ୍ଟ ସାମ୍
ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ କେ ଭି ସିଂହଦେଓ


ଭୁବନେଶ୍ୱର ,୦୧ ମଇ (ହି.ସ.)- ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ଦେହାନ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ବ୍ୟକ୍ତ କରିବା ସହ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଶୋକବାର୍ତାରେ ଶ୍ରୀ ସିଂହଦେଓ ଲେଖିଛନ୍ତି ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଦେବ ପ୍ରସାଦ ମିଶ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ଶୋକାକୁଳ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଅଛି।

ମହାପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି କଠିନ ସମୟରେ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ। ଓଁ ଶାନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande