ମହାରାଷ୍ଟ୍ର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ମେ (ହି.ସ.)- ମହାରାଷ୍ଟ୍ର ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ର ଦିବସ ଅବସରରେ ମହାରାଷ୍ଟ୍ରର ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍
ମହାରାଷ୍ଟ୍ର ଦିବସରେ     ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ମେ (ହି.ସ.)- ମହାରାଷ୍ଟ୍ର

ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ର ଦିବସ ଅବସରରେ

ମହାରାଷ୍ଟ୍ରର ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

ରାଜ୍ୟର ଅବିରତ ପ୍ରଗତି, ସମୃଦ୍ଧି ଏବଂ ସଫଳତା ପାଇଁ ମୋର ଶୁଭେଚ୍ଛା। ଏକତା ଏବଂ ଦୃଢତାର ଉତ୍ସାହ

ତାହାର ଆଗାମୀ ଯାତ୍ରାକୁ ନିରନ୍ତର ନେତୃତ୍ୱ ଦେଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande