ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
ଭୁବନେଶ୍ୱର, 01 ମେ (ହି.ସ.)- ଆସନ୍ତାକାଲି ପ୍ରକାଶ ପାଇବ ବିଏସ୍ଇ ମାଟ୍ରିକ ରେଜଲ୍ଟ। ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଉଭୟ ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍। ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟରେ ରେଜଲ୍ଟ ଦେଖିପାରିବେ। ଇ
ଏଥର ଓଡ଼ିଆରେ ମିଳିବ     ମାଟ୍ରିକ୍ ସାର୍ଟିଫିକେଟ୍


ଭୁବନେଶ୍ୱର, 01 ମେ (ହି.ସ.)- ଆସନ୍ତାକାଲି

ପ୍ରକାଶ ପାଇବ ବିଏସ୍ଇ ମାଟ୍ରିକ ରେଜଲ୍ଟ। ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍। ଉଭୟ

ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍। ଛାତ୍ରଛାତ୍ରୀ ମାନେ ଅଫିସିଆଲ୍

ୱେବସାଇଟରେ ରେଜଲ୍ଟ ଦେଖିପାରିବେ। ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ ମେସେଜକରି ରେଜଲ୍ଟ ଜାଣିହେବ । ଚଳିତବର୍ଷ ମୋଟ ୩ ହଜାର ୮୨ଟି କେନ୍ଦ୍ରରେ

ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande