ମେ' ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ୨ ରେଜଲ୍ଟ
ଭୁବନେଶ୍ୱର, 01 ମେ (ହି.ସ.) - ମେ'' ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଚଳିତ ବର୍ଷ ଫେବୃୟାରୀ 18ରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ୨୩ଟି ସିଟିଂରେ
ମେ' ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ୨ ରେଜଲ୍ଟ


ଭୁବନେଶ୍ୱର, 01 ମେ (ହି.ସ.) - ମେ' ତୃତୀୟ ସପ୍ତାହରେ ବାହାରିବ ଯୁକ୍ତ ୨ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଚଳିତ ବର୍ଷ ଫେବୃୟାରୀ

18ରୁ ଆରମ୍ଭ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ୨୩ଟି ସିଟିଂରେ

ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ଚଳିତ ଥର ୪ ଲକ୍ଷ ୧ହଜାର ୬୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande