
ଭୁବନେଶ୍ୱର, 01 ମେ (ହି.ସ.)- ପଣ୍ଡିତ
ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମହାନ ସାନ୍ତାଳୀ ସାହିତ୍ୟିକ, ଅଲ ଚିକି ଲିପିର ସ୍ରଷ୍ଟା ତଥା ‘ଗୁରୁ ଗୋମକେ’ ଭାବେ ପରିଚିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ
ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା