ନିଟ ୟୁଜି୨୦୨୬ ପରୀକ୍ଷା ବାତିଲ କଲା ଏନଟିଏ
ଭୁବନେଶ୍ୱର, 12 ମେ (ହି.ସ.)- ନିଟ ୟୁଜି୨୦୨୬ ପରୀକ୍ଷା ବାତିଲ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବାତିଲ କଲା ଏନଟିଏ । ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ କରାଯାଇଛି । ସାନି ପରୀକ୍ଷା ନେଇ ଖୁବ ଶୀଘ୍ର ସୂଚନା ଜାରି ହେବ । ବର୍ତ୍ତମାନର ପରୀକ୍ଷା ପଦ୍ଧତି ମଧ୍
ନିଟ ୟୁଜି୨୦୨୬ ପରୀକ୍ଷା ବାତିଲ କଲା     ଏନଟିଏ


ଭୁବନେଶ୍ୱର, 12 ମେ (ହି.ସ.)- ନିଟ ୟୁଜି୨୦୨୬ ପରୀକ୍ଷା ବାତିଲ । କେନ୍ଦ୍ର

ସରକାରଙ୍କ ନିର୍ଦ୍ଦେଶରେ ବାତିଲ କଲା ଏନଟିଏ । ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ

କରାଯାଇଛି । ସାନି ପରୀକ୍ଷା ନେଇ ଖୁବ ଶୀଘ୍ର ସୂଚନା ଜାରି ହେବ । ବର୍ତ୍ତମାନର ପରୀକ୍ଷା

ପଦ୍ଧତି ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ହୋଇଛି । ଆସିଥିବା ଅଭିଯୋଗର ସିବିଆଇତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande