ଭାରତର ପ୍ରଥମ 'ଇଣ୍ଡିଆନ ଇନଡୋର ଓପନ ପୋଲ ଭଲ୍ଟ ଏବଂ କମ୍ବାଇଣ୍ଡ ଇଭେଣ୍ଟସ ପ୍ରତିଯୋଗିତା' ଆଜି ଠାରୁ
ଭୁବନେଶ୍ୱର, 02 ମଇ (ହି.ସ.) ଆଜି ଠାରୁ ୩ ତାରିଖ, ୨୦୨୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମର ଇନଡୋର ଆଥଲେଟିକ୍ସ ସେଣ୍ଟରଠାରେ ଭାରତର ପ୍ରଥମ ''ଇଣ୍ଡିଆନ ଇନଡୋର ଓପନ ପୋଲ ଭଲ୍ଟ ଏବଂ କମ୍ବାଇଣ୍ଡ ଇଭେଣ୍ଟସ ପ୍ରତିଯୋଗିତା'' ଅନୁଷ୍ଠିତ ହେବ ---------------
ଭାରତର ପ୍ରଥମ 'ଇଣ୍ଡିଆନ ଇନଡୋର ଓପନ ପୋଲ ଭଲ୍ଟ ଏବଂ କମ୍ବାଇଣ୍ଡ ଇଭେଣ୍ଟସ ପ୍ରତିଯୋଗିତା' ଆଜି ଠାରୁ


ଭୁବନେଶ୍ୱର, 02 ମଇ (ହି.ସ.) ଆଜି ଠାରୁ ୩ ତାରିଖ, ୨୦୨୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମର ଇନଡୋର ଆଥଲେଟିକ୍ସ ସେଣ୍ଟରଠାରେ ଭାରତର ପ୍ରଥମ 'ଇଣ୍ଡିଆନ ଇନଡୋର ଓପନ ପୋଲ ଭଲ୍ଟ ଏବଂ କମ୍ବାଇଣ୍ଡ ଇଭେଣ୍ଟସ ପ୍ରତିଯୋଗିତା' ଅନୁଷ୍ଠିତ ହେବ

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande