ଜାତୀୟ ଶିକ୍ଷା ନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପକୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଆଜି
ଭୁବନେଶ୍ୱର, 02 ମଇ (ହି.ସ.) ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମେ'' ୨ ଓ ୩ ତାରିଖରେ ଜାତୀୟ ଶିକ୍ଷା ନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପକୁ ନେଇ ଏକ କର୍ମଶାଳା ଆୟୋଜିତ ହେବ ।ଉକ୍ତ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ଓଡ଼ିଶାର ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି ଓ ଅଧ୍ୟାପକମାନ
ଜାତୀୟ ଶିକ୍ଷା ନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପକୁ ନେଇ ଏକ ଦୁଇ ଦିନିଆ କର୍ମଶାଳା ଆଜି


ଭୁବନେଶ୍ୱର, 02 ମଇ (ହି.ସ.) ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ମେ' ୨ ଓ ୩ ତାରିଖରେ ଜାତୀୟ ଶିକ୍ଷା ନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପକୁ ନେଇ ଏକ କର୍ମଶାଳା ଆୟୋଜିତ ହେବ ।ଉକ୍ତ କର୍ମଶାଳାରେ ଦେଶର ବିଶିଷ୍ଟ ଶିକ୍ଷାବିତ୍, ଓଡ଼ିଶାର ବିଭିନ୍ନ ବିଶ୍ୱ ବିଦ୍ୟାଳୟର କୁଳପତି ଓ ଅଧ୍ୟାପକମାନେ ଯୋଗଦେବେ।ଜାତୀୟ ଶିକ୍ଷା ନୀତି କର୍ମଶାଳାର ଉଦ୍ଘାଟନୀ ସମାରୋହରେ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande