ବୁର୍ଲାର ବିଜେପି କାର୍ଯ୍ୟକର୍ତ୍ତା ଦେବାଶିଷ ନନ୍ଦଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 02 ମେ (ହି.ସ.)- ବୁର୍ଲାର ବିଜେପି କାର୍ଯ୍ୟକର୍ତ୍ତା ଦେବାଶିଷ ନନ୍ଦଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍
ବୁର୍ଲାର ବିଜେପି     କାର୍ଯ୍ୟକର୍ତ୍ତା ଦେବାଶିଷ ନନ୍ଦଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କଲେ ଧର୍ମେନ୍ଦ୍ର     ପ୍ରଧାନ


ଭୁବନେଶ୍ୱର, 02 ମେ (ହି.ସ.)- ବୁର୍ଲାର

ବିଜେପି କାର୍ଯ୍ୟକର୍ତ୍ତା ଦେବାଶିଷ ନନ୍ଦଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ

କହିଛନ୍ତି ଯେ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମ୍ବଲପୁର ବୁର୍ଲାର ଆମ

ଦଳର କାର୍ଯ୍ୟକର୍ତ୍ତା ଦେବାଶିଷ ନନ୍ଦଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟାବସ୍ଥା

ବିଷୟରେ ପଚାରି ବୁଝିଲି । ମା' ସମଲେଶ୍ବରୀଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande