
ଗଞ୍ଜାମ, ୨୧ ମଇ (ହି.ସ.)-
ଗିରିରୋଡରେ ଉମେଶ ରଥ ଓ ତାଙ୍କ ଵାନ୍ଧଵୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ମୁକେଶ ସାହୁକୁ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ପୁଲିସ କାବୁ କରିବାକୁ ଯାଇ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଛି । ତା'ର ଦୁଇଗୋଡ ଓ ହାତରେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ବଡ ମେଡିକାଲର ଆସିୟୁରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ