ଇଦ୍-ଉଲ୍-ଜୁହା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ, ୨୮ ମେ (ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇଦ୍-ଉଲ୍-ଜୁହା ଅର୍ଥାତ୍ ବକ୍ରୀଦ୍ ଆଜି ଦେଶର ଅଧିକାଂଶ ଭାଗରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ଇଦ୍-ଉଲ୍-ଜୁହା ଅବସରରେ ଶୁଭେଚ୍ଛା। ଏହି
प्रधानमंत्री नरेन्द्र मोदी। फोटो - फाइल


ନୂଆଦିଲ୍ଲୀ, ୨୮ ମେ (ହି.ସ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇଦ୍-ଉଲ୍-ଜୁହା ଅର୍ଥାତ୍ ବକ୍ରୀଦ୍ ଆଜି ଦେଶର ଅଧିକାଂଶ ଭାଗରେ ପାଳନ କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି, ଇଦ୍-ଉଲ୍-ଜୁହା ଅବସରରେ ଶୁଭେଚ୍ଛା। ଏହି ଅବସରରେ ଆମ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande