ବଳଙ୍ଗା ଗ୍ରାମପଂଚାୟତର ବିଜେଡି କାର୍ଯ୍ୟକର୍ତାଙ୍କ ବିଜେପିରେ ଯୋଗଦାନ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ବଳଙ୍ଗା ଗ୍ରାମପଂଚାୟତର ବିଜେଡି କାର୍ଯ୍ୟକର୍ତାମାନେ ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସେମାନଙ୍କୁ ଦଳକୁ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡା କହିଛନ୍ତି ଆପଣମାନଙ୍କ ଯୋଗ
duyj


ଭୁବନେଶ୍ୱର, ୨୫ ଜୁନ୍ (ହି.ସ)- ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ବଳଙ୍ଗା ଗ୍ରାମପଂଚାୟତର ବିଜେଡି କାର୍ଯ୍ୟକର୍ତାମାନେ ଗୁରୁବାର ବିଜେପିରେ ଯୋଗଦେଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସେମାନଙ୍କୁ ଦଳକୁ ସ୍ୱାଗତ ଜଣାଇଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡା କହିଛନ୍ତି ଆପଣମାନଙ୍କ ଯୋଗଦାନ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଜନସେବା ଓ ବିକାଶର ସଂକଳ୍ପକୁ ଅଧିକ ଶକ୍ତି ପ୍ରଦାନ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande