ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଛାତ୍ରୀଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍ । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ବ୍ୟାଗ୍ । ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିପିସିଙ୍କୁ ଓସେପା ପକ୍ଷରୁ ଟିଠି ହୋଇଛି । ବ୍ଲକସ୍ତରରୁ ଓସିକ୍
ଛାତ୍ରୀଛାତ୍ରୀମାନଙ୍କୁ     ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଛାତ୍ରୀଛାତ୍ରୀମାନଙ୍କୁ

ମିଳିବ ମାଗଣା ନୂଆ ସ୍କୁଲ୍ ବ୍ୟାଗ୍ । ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ

ମିଳିବ ବ୍ୟାଗ୍ । ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିପିସିଙ୍କୁ ଓସେପା ପକ୍ଷରୁ ଟିଠି ହୋଇଛି । ବ୍ଲକସ୍ତରରୁ

ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ୍ ବ୍ୟାଗ୍ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande