
ଗଞ୍ଜାମ,୨୬ ଜୁନ(ହି.ସ)_ଭଞ୍ଜନଗର ବାଇପାସ୍ ରୋଡରୁ ଗତ ରାତିରେ ୧୦୦ଗାଇଗୋରୁ ବେଆଇନ ଭାବେ କେରଳ ଚାଲାଣ ଵେଳେ ପୁଲିସ ଏହି ଗାଇଗୋରୁଙ୍କୁ ଅଟକାଇ ଗୋଚାଲାଣକାରୀ ୪ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ ଲକ୍ଷ୍ମଣ ଗୌଡ ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଉରୀ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ