ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ୪୫ ହଜାର ୧୧ ଶିଶୁ ପୋଲିଓ ଟୀକା ନେବେ
ଗଞ୍ଜାମ, ୨୬ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ୪୫ ହଜାର୧୧ ଜଣ ଶିଶୁଙ୍କୁ ପୋଲଓ ଟୀକା ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରରେ କରାଯାଇ ୫ ବର୍ଷ
ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ୪୫ ହଜାର ୧୧ ଶିଶୁ ପୋଲିଓ ଟୀକା ନେବେ


ଗଞ୍ଜାମ, ୨୬ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ୪୫ ହଜାର୧୧ ଜଣ ଶିଶୁଙ୍କୁ ପୋଲଓ ଟୀକା ଦେବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ବାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରରେ କରାଯାଇ ୫ ବର୍ଷ ବୟସ ଯାଏ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଯିବ। ଏଥିପାଇଁ ୧୬୩୭ଟି ବୁଥ ପ୍ରସ୍ତୁତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande