ଦଳରେ କୌଣସି ଦ୍ୱନ୍ଦ୍ୱ ନାହିଁ- ଦେବୀ ମିଶ୍ର
ଭୁବନେଶ୍ୱର, 26 ଜୁନ୍ (ହି.ସ.)- ସୁଜାତାଙ୍କ ମିଶ୍ରଣ ପର୍ବରେ କିଛି ନେତାଙ୍କ ଅନୁପସ୍ଥିତ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଯେ, କିନ୍ତୁ ଯେହେତୁ ସ୍ୱଳ୍ପ ସମୟରେ ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା ଅନେକ ନେତାଙ୍କ ସ
ଦଳରେ କୌଣସି ଦ୍ୱନ୍ଦ୍ୱ     ନାହିଁ- ଦେବୀ ମିଶ୍ର


ଭୁବନେଶ୍ୱର, 26 ଜୁନ୍ (ହି.ସ.)- ସୁଜାତାଙ୍କ

ମିଶ୍ରଣ ପର୍ବରେ କିଛି ନେତାଙ୍କ ଅନୁପସ୍ଥିତ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ

ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଯେ, କିନ୍ତୁ ଯେହେତୁ ସ୍ୱଳ୍ପ ସମୟରେ ମିଶ୍ରଣ ପର୍ବ

ଆୟୋଜନ ହୋଇଥିଲା ଅନେକ ନେତାଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । କିନ୍ତୁ ପ୍ରସନ୍ନ

ଆଚାର୍ଯ୍ୟଙ୍କର ବ୍ୟକ୍ତିଗତ କାର୍ଯ୍ୟ ଥିବାରୁ ସେ ଆସିପାରି ନଥିଲେ ମୁଁ କଥା ହୋଇଛି । ସେଇଭଳି

ରଣେନ୍ଦ୍ର ସ୍ୱାଇଁଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ ଥିଲା । ଅନ୍ୟମାନଙ୍କ କଥା କହି ପାରିବିନି

। ନବୀନ ପଟ୍ଟନାୟକଙ୍କ ନିଜେ କହି ସାରିଛନ୍ତି କି ମୋ ନେତୃତ୍ୱରେ 29 ଲଡ଼ିବ ଦଳ । ତେଣୁ ଏଥିରେ ଆଉ କୌଣସି ଦ୍ୱନ୍ଦ୍ୱ

ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande