ମିଶ୍ରଣ ପର୍ବ ଅନୁପସ୍ଥିତ ଥିବା ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ସୁଜାତା
ଭୁବନେଶ୍ୱର, 26 ଜୁନ୍ (ହି.ସ.) - ମିଶ୍ରଣ ପର୍ବ ଅନୁପସ୍ଥିତ ଥିବା ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି ସୁଜାତା । ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ପାଖାପାଖି ଏକଘଣ୍ଟା ଆଲୋଚନା କରିଥିଲେ ସୁଜାତା। ସୁଜାତାଙ୍କୁ ଶୁଭେଛା ଦେବା ପାଇଁ ଶଙ୍ଖ ଭବନକୁ ନ
ମିଶ୍ରଣ ପର୍ବ ଅନୁପସ୍ଥିତ     ଥିବା ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ସୁଜାତା


ଭୁବନେଶ୍ୱର, 26 ଜୁନ୍ (ହି.ସ.)

- ମିଶ୍ରଣ ପର୍ବ ଅନୁପସ୍ଥିତ ଥିବା ବରିଷ୍ଠ ନେତାଙ୍କ ସହ ଆଲୋଚନା

କରିଛନ୍ତି ସୁଜାତା । ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ପାଖାପାଖି

ଏକଘଣ୍ଟା ଆଲୋଚନା କରିଥିଲେ ସୁଜାତା। ସୁଜାତାଙ୍କୁ ଶୁଭେଛା ଦେବା ପାଇଁ ଶଙ୍ଖ ଭବନକୁ ନେତାଙ୍କ

ସୁଅ ଛୁଟିବାରେ ଲାଗିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande