ବିଜେଡ଼ିରେ ଅସୁବିଧା ପାଇଁ ଦଳ ଛାଡୁଛନ୍ତି ନେତା - ରମାକାନ୍ତ ଭୋଇ
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ବିଜେଡ଼ିରେ ଅସୁବିଧା ପାଇଁ ନେତା ଦଳ ଛାଡୁଛନ୍ତି ବୋଲି ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଂଚାୟତ ନିର୍ବାଚନ ପୂର୍ବରୁ ସମୀକରଣ ବଦଳିବ। ଲୋଭ କି ଭୟରେ କେହି ବିଜେଡ଼ି ଛାଡୁ ନାହାଁନ୍ତି। ନିଜ ରାଜନୈତିକ କ୍ୟାରିୟର କରିବାକୁ ନେତା ବି
ramakanta bhoi


ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ବିଜେଡ଼ିରେ ଅସୁବିଧା ପାଇଁ ନେତା ଦଳ ଛାଡୁଛନ୍ତି ବୋଲି ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପଂଚାୟତ ନିର୍ବାଚନ ପୂର୍ବରୁ ସମୀକରଣ ବଦଳିବ। ଲୋଭ କି ଭୟରେ କେହି ବିଜେଡ଼ି ଛାଡୁ ନାହାଁନ୍ତି। ନିଜ ରାଜନୈତିକ କ୍ୟାରିୟର କରିବାକୁ ନେତା ବିଜେଡ଼ି ଛାଡୁଛନ୍ତି । ବିଜେଡ଼ି ରେ ଠିକ୍ ପରିଚାଳନା ନହେଲେ ଦଳ ଆଗକୁ ବଢିପାରିବ ନାହିଁ।

୨୦୨୪ ନିର୍ବାଚନ ପରାଜୟ ପରେ ଯେଉଁ ବରିଷ୍ଠ ବିଜେଡ଼ି ନେତା ମାନେ ପୂର୍ବରୁ ମୁହଁ ଖୋଲି ଅସନ୍ତୋଷ ପ୍ରକାଶ କରୁଥିଲେ, ପାର୍ଟି ବିରୋଧ ରେ କହୁଥିଲେ ଏବେ କାହିଁକି ଚୁପ୍। ସୁଜାତା ଙ୍କ ଏଂଟ୍ରି ପରେ ଏସବୁ ବରିଷ୍ଠ କାହିଁକି ମୁହଁ ଖୋଲୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande