
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ପବିତ୍ର
ହେରାପଞ୍ଚମୀର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ
ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ପବିତ୍ର ହେରା ପଞ୍ଚମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ
ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା'
ମହାଲକ୍ଷ୍ମୀଙ୍କ ନିକଟରେ ସଭିଙ୍କ ସୁଖମୟ ଜୀବନର କାମନା କରୁଛି । ଜୟ
ଶ୍ରୀଜଗନ୍ନାଥ ମହାପ୍ରଭୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା