ଗଞ୍ଜାମ ଜିଲାରେ ତିନିଜଣ କୋଭିଥୟ ଆକ୍ରାନ୍ତ ଚିହ୍ନଟ
ଗଞାମ, ୨୨ ଜୁଲାଇ (ହି.ସ.) ଗଞ୍ଜାମ ଜିଲାରେ ତିନିଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଡାକ୍ତର ଖାନାରେ ତିନି ଜଣ ମହିଳା କୋଭିଡ ରୋଗ ରେ ଆକ୍ରାନ୍ତ ହୋଇ ଥିବା ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ମେଡିକାଲ କର୍ମଚାରୀ ରହିଥି୍ୱା ଜଣା ପଡିଛି। ଏମାନଙ୍କୁ ସଂଘ ରୋଧ ଗୃହରେ ରଖିବାକୁ ନିଷ୍ପତି ଗ
ଗଞ୍ଜାମ ଜିଲାରେ ତିନିଜଣ କୋଭିଥୟ ଆକ୍ରାନ୍ତ ଚିହ୍ନଟ


ଗଞାମ, ୨୨ ଜୁଲାଇ (ହି.ସ.) ଗଞ୍ଜାମ ଜିଲାରେ ତିନିଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମ ଡାକ୍ତର ଖାନାରେ ତିନି ଜଣ ମହିଳା କୋଭିଡ ରୋଗ ରେ ଆକ୍ରାନ୍ତ ହୋଇ ଥିବା ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ମେଡିକାଲ କର୍ମଚାରୀ ରହିଥି୍ୱା ଜଣା ପଡିଛି। ଏମାନଙ୍କୁ ସଂଘ ରୋଧ ଗୃହରେ ରଖିବାକୁ ନିଷ୍ପତି ଗ୍ରହଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ

-----------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande