ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ ଓ ବଳରାମ ବେଶ ଦର୍ଶନ କଲେ ଭକ୍ତ
ବଲାଙ୍ଗିର, ୨୨ ଜୁଲାଇ (ହି.ସ.) ଆଜି ସପ୍ତମୀ ତିଥି ରେ କୃଷ୍ଣ ବଳରାମ ବେଶରେ ଟିକରା ପଡା ଚାନ୍ଦ ମନ୍ଦିର ର ଦିଅଁ ମାନେ ଅବତାର ନେଇଥିବା ବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଏହି ବେଶରେ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନେ ସନ୍ଧ୍ୟାରେ ଭିଡ ଜମିଛି। ରଥ କମିଟି ସଭ୍ୟ ମାନେ ସମସ୍ତ ବ୍ୟବସ୍ଥା କରି ଥିଲେ। --
ଶ୍ରୀ ଜଗନ୍ନାଥ ଙ୍କ କୃଷ୍ଣ ଓ ବଳରାମ ବେଶ ଦର୍ଶନ କଲେ ଭକ୍ତ


ବଲାଙ୍ଗିର, ୨୨ ଜୁଲାଇ (ହି.ସ.) ଆଜି ସପ୍ତମୀ ତିଥି ରେ କୃଷ୍ଣ ବଳରାମ ବେଶରେ ଟିକରା ପଡା ଚାନ୍ଦ ମନ୍ଦିର ର ଦିଅଁ ମାନେ ଅବତାର ନେଇଥିବା ବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଏହି ବେଶରେ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନେ ସନ୍ଧ୍ୟାରେ ଭିଡ ଜମିଛି। ରଥ କମିଟି ସଭ୍ୟ ମାନେ ସମସ୍ତ ବ୍ୟବସ୍ଥା କରି ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande