ନାବାଳିକା ଅପହରଣ ଅଭିଯୋଗରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ
ନାବାଳିକା ଅପହରଣ ଅଭିଯୋଗରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ
ନାବାଳିକା ଅପହରଣ ଅଭିଯୋଗରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ

ନାବାଳିକା ଅପହରଣ ଅଭିଯୋଗରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର,୦୧, ଅଗଷ୍ଟ (ହି.ସ.) - ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମର ଜଣେ ନା ବାଳିକାକୁ ଅପହରଣ କରି କାରରେ କ ନେଇଯାଉଥିବା ବେଳେ କୁଟାସିଙ୍ଗାର ଗ୍ରାମର ଲୋକେ ନାବାଳିକାକୁ ଉଦ୍ଧାର କରିବା ସହ ୩ ଅପହରଣକାରୀ ଯୁବକଙ୍କୁ ଧରି କଙ୍ଗାରୁ କୋର୍ଟ କରିଥିଲେ । ତେବେ କଙ୍ଗାରୁ କୋର୍ଟ କରିଥିବା କିଛିଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ପୋଲିସ କହିଛି । ସେପଟେ ଗତକାଲି ନାକଟିଦେଉଳ ଥାନା ପୋଲିସ ଅପହରଣ କରିଥିବା ରେଢ଼ାଖୋଲ ଥାନା ଅନ୍ତର୍ଗତ ଡଈଂଚା ଗ୍ରାମର ମିଲନ ସାହୁ, ତଣ୍ଡାବୀରା ଗ୍ରାମର ଝସକେତନ ସାହୁ ଏବଂ ନାକଟିଦେଉଳ ଥାନା ଅନ୍ତର୍ଗତ କୁଞ୍ଜାମୁରା ଗ୍ରାମର ସାଗର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande