ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି
ସ୍ୱର୍ଗତ ଗୁରୁ ସତ୍ୟନାରାୟଣ     ବହିଦାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଲେ     ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସ୍ୱର୍ଗତ ଗୁରୁ

ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବା ସହ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇଛନ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ସ୍ୱର୍ଗତ

ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା

ର୍ ବାଟ୍ କାଢୁଆଲ୍ ସ୍ୱର୍ଗତ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଆଜ୍ଞା ଙ୍କର୍ ଜନମ୍ ଦିନ୍

“ସମ୍ବଲପୁରୀ ଦିନ୍” ଅବ୍ସର୍ ଥି ସମ୍'ଙ୍କୁ ଗୁର୍ଦ୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ।

ଅନ୍ୟଏକ ବାର୍ତ୍ତା ଜାରି କରି

ସେ କହିଛନ୍ତି ଯେ, “ସମ୍ବଲପୁରୀ ଦିନ୍”ର ମୂଲ୍ କଥା ହେଉଛେ, ନିଜର୍

ଭାଷା, ନିଜର୍

ସାହିତ୍ୟ, ନିଜର୍

ସଂସ୍କୃତି କେ ନେଇ କରି ଗର୍ବିତ୍ ପରିଚଏ ବନାବାର୍ ପ୍ରୟାସ୍ । ଆସୁନ୍,

ଆମେ ସଭେ ମିଶିକରି ଇ ମହାନ୍ ସାଂସ୍କୃତିକ ପୁରା ଦୁନିଆ ଥି ପ୍ରଚାର୍-ପ୍ରସାର୍

କର୍ମା । ମାଁ ସମ୍ଲେଇକଁର୍ ଆଶୀର୍ବାଦ୍ ‘ସଭିଁକଁର୍ ଉପ୍ରେ ସଦାବେଲେ ଥାଉ, ଇଟା ହିଁ

ମୋର୍ କାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande