ରୌପ୍ୟ ପଦକ ଜିତିଥିବା ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ରୌପ୍ୟ ପଦକ ଜିତିଥିବା ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡା 2026 ରେ ମହିଳା ୫୭ କେଜି ଜୁଡୋ ପ୍ରତିଯୋଗିତାରେ
ରୌପ୍ୟ ପଦକ ଜିତିଥିବା     ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ରୌପ୍ୟ ପଦକ

ଜିତିଥିବା ଯାମିନୀ ମୌର୍ଯ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟଗୋଷ୍ଠୀ କ୍ରୀଡା 2026 ରେ ମହିଳା ୫୭ କେଜି ଜୁଡୋ ପ୍ରତିଯୋଗିତାରେ

ରୌପ୍ୟ ପଦକ ଜିତିଥିବାରୁ ଯାମିନୀ ମୌର୍ୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ପ୍ରଦର୍ଶନ

ଜୁଡୋ କ୍ଷେତ୍ରରେ ଭାରତର ବଢ଼ୁଥିବା ସାମର୍ଥ୍ୟର ପ୍ରତିଫଳନ। ଏହିପରି କଠିନ ପରିଶ୍ରମ ଜାରି

ରଖନ୍ତୁ। ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ସମସ୍ତ ପ୍ରୟାସ ପାଇଁ ମୋର ଅନେକ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande