ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ - ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଚାଉଳ ବଣ୍ଟନରେ କୌଣସି ସମସ୍ୟା ନାହିଁ । ଜୁଲାଇ ମାସର ଚାଉଳ ଦିଆଯାଇଛି, ସେମିତି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ବନ୍ୟା ପାଇଁ ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅ
ଚାଉଳ ବଣ୍ଟନରେ କୌଣସି     ସମସ୍ୟା ନାହିଁ - ଖାଦ୍ୟ ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ଚାଉଳ ବଣ୍ଟନରେ

କୌଣସି ସମସ୍ୟା ନାହିଁ । ଜୁଲାଇ ମାସର ଚାଉଳ ଦିଆଯାଇଛି, ସେମିତି କିଛି ସମସ୍ୟା ନାହିଁ

ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ବନ୍ୟା ପାଇଁ

ମଧ୍ୟ ସବୁ ଜିଲ୍ଲାରେ ଚାଉଳ ମହଜୁଦ ଅଛି । ଅନ୍ନପୂର୍ଣ୍ଣା ଯୋଜନା ଲାଗୁ ହେବା ପରେ ଘରେ ଘରେ

ଚାଉଳ ମହଜୁଦ ଅଛି । ଶୁଖିଲା ଖାଦ୍ୟ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande