ସମ୍ବଲପୁରୀ ଭାଷା ବ୍ୟାକରଣର ସ୍ରଷ୍ଟା ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମରଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସମ୍ବଲପୁରୀ ଭାଷା ବ୍ୟାକରଣର ସ୍ରଷ୍ଟା ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସାରସ୍ଵତ ସାଧକ ତ
ସମ୍ବଲପୁରୀ ଭାଷା ବ୍ୟାକରଣର     ସ୍ରଷ୍ଟା ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମରଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 01 ଅଗଷ୍ଟ (ହି.ସ.)- ସମ୍ବଲପୁରୀ

ଭାଷା ବ୍ୟାକରଣର ସ୍ରଷ୍ଟା ସ୍ଵର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତିଚାରଣ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି

ଯେ, ବିଶିଷ୍ଟ ସାରସ୍ଵତ ସାଧକ ତଥା ସମ୍ବଲପୁରୀ ଭାଷା ବ୍ୟାକରଣର ସ୍ରଷ୍ଟା ସ୍ଵର୍ଗତ ଗୁରୁ

ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ସ୍ୱାଭିମାନର ପ୍ରତୀକ, ସଂସ୍କୃତିର ରକ୍ଷକ, ସାହିତ୍ୟର ପୂଜାରୀ ଭାବେ ଆମ ଭାଷା, ସାହିତ୍ୟ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande