ସୋଡକରୁ ବଂଧୁକ ତିଆରି କାରଖାନା ଜବତ
ଗଞାମ, ୦୨ ଅଗଷ୍ଟ (ହି.ସ.) - ପୋଲସରା ବ୍ଳକର ସୋଡକ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇ ପୁଲିସ ଏହି କାରଖାନା ଉପରେ ଚଢାଉ କରି ନିର୍ମାଣ ହୋଇ ରହିଥିବା କିଛି ବଂଧୁକ ସହ ଏଥିରେ ବ୍ୟବହୃତ ହେଉଥିବା ସାମଗ୍ରି ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରିଫକରି ଏ ସଂପର୍କରେ ତନାଘନା ତଦନ୍ତ
ସୋଡକରୁ ବଂଧୁକ ତିଆରି କାରଖାନା ଜବତ


ଗଞାମ, ୦୨ ଅଗଷ୍ଟ (ହି.ସ.) - ପୋଲସରା ବ୍ଳକର ସୋଡକ ଗ୍ରାମରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ପାଇ ପୁଲିସ ଏହି କାରଖାନା ଉପରେ ଚଢାଉ କରି ନିର୍ମାଣ ହୋଇ ରହିଥିବା କିଛି ବଂଧୁକ ସହ ଏଥିରେ ବ୍ୟବହୃତ ହେଉଥିବା ସାମଗ୍ରି ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରିଫକରି ଏ ସଂପର୍କରେ ତନାଘନା ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande