ଗଙ୍ଗାଧର ମଣ୍ଡପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଗଙ୍ଗାଧର ମଣ୍ଡପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଗଙ୍ଗାଧର ମଣ୍ଡପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଗଙ୍ଗାଧର ମଣ୍ଡପରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସମ୍ବଲପୁର ,୦୨, ଅଗଷ୍ଟ (ହି.ସ.) ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗଙ୍ଗାଧର ମଣ୍ଡପଠାରେ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ବହୁ ସ୍ୱେଚ୍ଛାସେବୀ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ।

ଆୟୋଜକଙ୍କ ସୂଚନା ଅନୁଯାୟୀ, ସଂଗୃହୀତ ରକ୍ତ ବୁର୍ଲା ରକ୍ତଭଣ୍ଡାର ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରକୁ ପଠାଯିବ। ଏହି ଅବସରରେ ସମ୍ବଲପୁରୀ ଏକତା ମଞ୍ଚର ବହୁ ସଦସ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande