ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଭାରତୀୟ ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ
ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଜୟନ୍ତୀରେ     ତାଙ୍କୁ ନମନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 02 ଅଗଷ୍ଟ (ହି.ସ.)- ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର

ରାୟଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ଭାରତୀୟ ରସାୟନ ବିଜ୍ଞାନର ଜନକ ଆଚାର୍ଯ୍ୟ

ପ୍ରଫୁଲ୍ଲ ଚନ୍ଦ୍ର ରାୟଙ୍କ ଉତ୍ତରାଧିକାର କେବଳ ପରୀକ୍ଷାଗାର ମଧ୍ୟରେ ସୀମିତ ନୁହେଁ।

ସେ କହିଛନ୍ତି ଯେ, ତାଙ୍କ ଜୟନ୍ତୀ ଅବସରରେ ବିଜ୍ଞାନ, ଶିକ୍ଷା ଏବଂ ସ୍ୱଦେଶୀ ଶିଳ୍ପର ବିକାଶ

କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଅବଦାନକୁ ଆସନ୍ତୁ ଶ୍ରଦ୍ଧାର ସହ ସ୍ମରଣ କରିବା। ଜ୍ଞାନ, ନବସୃଜନ ଏବଂ ଜାତୀୟ ପ୍ରଗତି ପାଇଁ ତାଙ୍କର

ଆଜୀବନ ସାଧନା ଆମ ସମସ୍ତଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande