ଗଂଜାମ ଜିଲ୍ଲା ଗହ୍ମା ପୂର୍ଣ୍ଣିମା ପାଳିତ
ଗଞାମ, 28 ଅଗଷ୍ଟ (ହି.ସ.) ଗଞ୍ଜାମ ଜିଲ୍ଲାରେ ଆଜି ସମସ୍ତ ବିଷ୍ଣୁ ମନ୍ଦିର ଗୁଡିକରେ ବଳରାମଙ୍କ ଜନ୍ମ ଉତ୍ସବ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଆଜି ଘରେ ଘରେ ଭାଇ ହାତରେ ଭଉଣୀ ରାକ୍ଷୀ ବନ୍ଧନ କରି ମିଠାଖାଇ ମଉଜ ମଜଲିସ କରୁଛନ୍ତି। ଅନେକ ସ୍ଥାନରେ ପୁରୋହିତ ମାନେ ମଧ୍ୟ ଜଜ ମାନଙ୍କ
ଗଂଜାମ ଜିଲ୍ଲା ଗହ୍ମା ପୂର୍ଣ୍ଣିମା ପାଳିତ


ଗଞାମ, 28 ଅଗଷ୍ଟ (ହି.ସ.) ଗଞ୍ଜାମ ଜିଲ୍ଲାରେ ଆଜି ସମସ୍ତ ବିଷ୍ଣୁ ମନ୍ଦିର ଗୁଡିକରେ ବଳରାମଙ୍କ ଜନ୍ମ ଉତ୍ସବ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଆଜି ଘରେ ଘରେ ଭାଇ ହାତରେ ଭଉଣୀ ରାକ୍ଷୀ ବନ୍ଧନ କରି ମିଠାଖାଇ ମଉଜ ମଜଲିସ କରୁଛନ୍ତି। ଅନେକ ସ୍ଥାନରେ ପୁରୋହିତ ମାନେ ମଧ୍ୟ ଜଜ ମାନଙ୍କୁ ପଇତା ପିନ୍ଧାଇ ରକ୍ଷାବନ୍ଧନ କରିଛନ୍ତି। ଘରେ ଘରେ ବଳ ରାମ ଓ ଗୋପୂଜା ସାଙ୍ଗକୁ ଲଙ୍ଗଳ ଯୁଆଳି ଦାଣ୍ଡ ଘରେ ହେଉଛି ।

କେତେକ ଗାଁ ଗହଳିରେ ଗ୍ରାମ ଦେବତୀ ତଥା ଠାକୁରାଣୀ ନିକଟରେ ଗହ୍ମା ପୂର୍ଣ୍ଣିମାରେ ପତ୍ରିଵୋଦା ତଥା ବଳି ପଡିବା ପ୍ରଥା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande