କନ୍ଧମାଳ ଜିଲ୍ଲା ଖଡ୍ଗ ନଦୀରେ ଡ଼ଙ୍ଗା ଓଲଟି ବୋହୁ ଓ ଶଶୁର ଭାସିଗଲେ
Two flew away in Khadag river of KANDHAMAL
ଫୋଟ ୨


ଫୋଟ


କନ୍ଧମାଳ, ୨୮ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲା ଲଣ୍ଡାଗାଁର ବହୁ ଓ ଶଶୁର ଖଡ୍ଗ ନଦୀରେ ଡ଼ଙ୍ଗାରେ ଆରପାରିକୁ ଯିବାବେଳେ ବଢ଼ି ପାଣି ଯୋଗୁଁ ଡ଼ଙ୍ଗା ଓଲଟି ଯିବା ଫଳରେ ବହୁ ରାଇଂଗା ମଲ୍ଲିକ ଓ ଶଶୁର ଗୁନ୍ଦାନା ମଲ୍ଲିକ ଭାସି ଯାଇଥିଲେ। ଗ୍ରାମବାସୀ ଡଙ୍ଗାରେ ବସିଥିବା ଅନ୍ୟ ଛଅ ଜଣକୁ ଉଦ୍ଧାର କରିପାରିଥିଲେ। ଭାସି ଯାଇଥିବା ଶାଶୁ ବହୁର ପତା ମିଳୁ ନାହିଁ। ପୋଲିସ ଓ ଓଡ୍ରାଫ ଟିମ୍ ଖୋଜୁଛନ୍ତି। ଲଣ୍ଡାଗାଁ ଖଡ୍ଗ ନଦୀ ଅନିତ ଦୂରରେ ମହାନଦୀରେ ମିଶିଛି। ଦୀର୍ଘ ବର୍ଷ ହେଲା ଖଡ୍ଗ ନଦୀରେ ପୋଲୋ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ମୃତକ ବହୁ ଶାଶୁ ଡାକା ଗ୍ରାମର ବୋଲି ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande