କୁକୁର ରଖିଥିବା ମାଲିକଙ୍କୁ ଚେତାବନୀ ଦେଲେ ମେୟର
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.): କୁକୁର ରଖିଥିବା ମାଲିକଙ୍କୁ ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ । ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କଲେ କଡ଼ା ଆକ୍ସନ ନିଆଯିବ । କୁକୁରକୁ ବାହାରକୁ ନେଇ ମଳତ୍ୟାଗ କରାଇଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । କୁକୁର ଦ
କୁକୁର ରଖିଥିବା ମାଲିକଙ୍କୁ     ଚେତାବନୀ ଦେଲେ ମେୟର


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.): କୁକୁର ରଖିଥିବା

ମାଲିକଙ୍କୁ ଚେତାବନୀ ଦେଇଛନ୍ତି ମେୟର ସୁଲୋଚନା ଦାସ । ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣକୁ

ନଷ୍ଟ କଲେ କଡ଼ା ଆକ୍ସନ ନିଆଯିବ । କୁକୁରକୁ ବାହାରକୁ ନେଇ ମଳତ୍ୟାଗ କରାଇଲେ କାର୍ଯ୍ୟାନୁଷ୍ଠାନ

ମଧ୍ୟ ନିଆଯିବ । କୁକୁର ଦ୍ୱାରା କାହାକୁ ଅସୁବିଧାରେ ନ ପକାଇବା ପାଇଁ ମେୟର ଅପିଲ୍ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande