
ଗଂଜାମ, 29 ଅଗଷ୍ଟ (ହି.ସ.) ଗତକାଲି ବିଳମ୍ବିତ ରାତିରେ ଵ୍ରହ୍ମପୁର ଡୁଡୁମା କଲୋନି ବସଷ୍ଟାଣ୍ଡରେ ବଟିଆଦାୟକୁ କେନ୍ଦ୍ର କରି ଦୁବୃର୍ତ୍ତ ମାନେ ବରାଳ ଦେବୀ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ କରିଥିଲେ ଏବଂ ବସରେ ନିଆଁ ଲଗାଇ ଭଙ୍ଗାରୁଜା କରି ଦେଇଥିଲେ। ତେବେ ବସ୍ ର ବିଶେଷ କ୍ଷତି ହୋଇନାହିଁ। ଉପସ୍ଥିତ ଲୋକେ ଅଗ୍ନିଶମ ବାହିନୀ ନିଆଁକୁ ଆ଼ୟତ କରିଥିଲେ।
ବଡ଼ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ