ବୁର୍ଲାରେ ଦିନ ଦ୍ବିପହରରେ ଫୁଟିଲା ଗୁଳି
ବୁର୍ଲାରେ ଦିନ ଦ୍ବିପହରରେ ଫୁଟିଲା ଗୁଳି
ବୁର୍ଲାରେ ଦିନ ଦ୍ବିପହରରେ ଫୁଟିଲା ଗୁଳି


ସମ୍ବଲପୁର, ୨୯ ଅଗଷ୍ଟ (ହି.ସ.)- ଜିଲ୍ଲା ପୋଲିସ ପ୍ରଶାସନ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରୁଥିବା ବେଳେ ଆଜି ପୁଣି ଥରେ ବୁର୍ଲାରେ ଦିନ ଦ୍ବିପହରରେ ୪ ରାଉଣ୍ଡ ଗୁଳି ଫୁଟିବା ଘଟଣା ଏକ ଅଜଣା ଆତଙ୍କ ସୃଷ୍ଟି କରିଛି । ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଲୋକେ ଜୀବନ ବିକଳରେ ଦଉଡା ଦଉଡି କରୁଥିବା ବେଳେ ଜଣେ ଯୁବକର ମୃତ୍ୟୁ ଘଟିଛି l ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର କାରଣ ନେଇ ତନାଘନା କରୁଥିବା ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande