
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.)- କେନ୍ଦ୍ରମନ୍ତ୍ରୀ
ଶାନ୍ତନୁ ଠାକୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ବନ୍ଦର, ଜାହାଜ
ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର ଜୀଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଓ
ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ୱାସ୍ଥ୍ୟ, ସୁଖ, ଶକ୍ତି ଓ
ଦୀର୍ଘାୟୁ ଲାଭ କରନ୍ତୁ। ଆପଣଙ୍କ ଆଗାମୀ ବର୍ଷଟି ସଫଳତା, ସମୃଦ୍ଧି ଓ ନୂତନ ସଫଳତାରେ
ପରିପୂର୍ଣ୍ଣ ହେଉ—ଏହି ମୋର ଆନ୍ତରିକ ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା