ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରର ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) - ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକ ବର୍ଦ୍ଧନ ସିଂହଦେଓ। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମ
ପବିତ୍ର ଶ୍ରାବଣ ମାସର ପ୍ରଥମ     ସୋମବାରର ଶୁଭେଚ୍ଛା ଜଣାଇଲେ ଦୁଇ ଉପମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) - ପବିତ୍ର ଶ୍ରାବଣ

ମାସର ପ୍ରଥମ ସୋମବାରର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କନକ

ବର୍ଦ୍ଧନ ସିଂହଦେଓ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରର ଶୁଭ ଅବସରରେ

ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ଶ୍ରାବଣ ମାସର ପ୍ରଥମ ସୋମବାର

ସଭିଙ୍କ ଜୀବନରେ ସୁଖ, ଶାନ୍ତି

ଓ ସମୃଦ୍ଧି ନେଇଆସୁ, ମହାଦେବଙ୍କ

ନିକଟରେ ପ୍ରାର୍ଥନା କରିଛନ୍ତି ପ୍ରଭାତି ପରିଡା ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଭଗବାନ ଶିବଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ ପବିତ୍ର

ଶ୍ରାବଣ ମାସର ପ୍ରଥମ ସୋମବାରର ଶୁଭାରମ୍ଭ ରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ

ଶୁଭେଚ୍ଛା !

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande