
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦେଶକ୍ରମେ ଆସନ୍ତାକାଲି , ୦୧ ସେପ୍େଟମ୍ବର ୨୦୨୬ (ମଙ୍ଗଳବାର) ଦିନ ଜିଲ୍ଲାର ୨ଟି ବ୍ଲକର (ତିହିଡ଼ି ଓ ଚାନ୍ଦବାଲି), ୧୦ଟି ସ୍କୁଲ ବନ୍ଦ ରହିବ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ